ଭୁବନେଶ୍ୱର : ପାଣ୍ଡିଆନଙ୍କୁ ତେରଚ୍ଛା ବାଣ ମାରିଲେ ବିଧାୟକ ଲକ୍ଷ୍ମଣ ବାଗ । କହିଲେ ନବୀନ ବାବୁ ଓ ପାଣ୍ଡିଆନ ଅସ୍ତିତ୍ୱ ବଞ୍ଚାଇବାକୁ ଚାହୁଁଛନ୍ତି । ଏଥିପାଇଁ ଘନ ଘନ ଦିଲ୍ଲୀ ଗସ୍ତ କରୁଛନ୍ତି କହିଲେ ବିଧାୟକ ଲକ୍ଷ୍ମଣ ବାଗ । ଦିଲ୍ଲୀ ସହ ଅନ୍ୟ ରାଜ୍ୟକୁ ବି ଯାଉଛନ୍ତି , ଚାବି ମୋଡୁଛନ୍ତି କହିଲେ ପାଣ୍ଡିଆନ । ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି , ଯେତେ ସମୀକରଣ କରନ୍ତୁ । ଆଉ ବିଜେଡି ସରକାର କରିପାରିବନି , ଡଙ୍ଗା ଖୁବଶୀଘ୍ର ବୁଡିଯିବ ।
Views: 36