The Ultimate Managed Hosting Platform
ADVERTISEMENT

ଗଣ୍ଡଗୋଳରୁ ଗୁଳିମାଡ, ୨ ଅଟକ

Facebook
Twitter
LinkedIn

ରାଉରକେଲା : ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ଗୁଳିମାଡ । ରଘୁନାଥ ଥାନା ଦେ ଗାଁର ଏକ ଢାବା ନିକଟରେ ଫାୟାରିଂ । ସାମାନ୍ୟ ବଚସାରୁ ଗଣ୍ଡଗୋଳ ପରେ ଫୁଟିଲା ଗୁଳି । ୨ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୁତ୍ତମାନେ ଗୁଳିମାଡ କରିଥିଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ସୁରକ୍ଷିତ ରହିଛନ୍ତି । ୨ ରାଉଣ୍ଡ ଫାୟାରିଂ କରାଯାଇଥିଲେ ହେଁ ତାଙ୍କ ଦେହରେ ଗୁଳିବାଜି ନାହିଁ । ତେବେ ବାରମ୍ବାର ଗୁଳିମାଡ ନେଇ ଚିନ୍ତାରେ ରହିଛନ୍ତି ଜିଲ୍ଲାବାସୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login