ମାଲକାନଗିରି : ବାଇକ-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ।ଦୁର୍ଘଟଣାରେ ଜଣେ ମହିଳାଙ୍କର ଚାଲିଗଲା ଜୀବନ । ଆଉ ୪ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମାଥିଲି ବ୍ଲକ ମଞ୍ଜାରିଗୁଡା ନିକଟରେ ଅଟୋ ଦୁର୍ଘଟଣା ଘଟିଛି । ନିକଟ ଗାଁକୁ ବାରୁଣୀ ଯାତ୍ରା ଦେଖିବାକୁ ଯାଇଥିବା ବେଳେ ଘଟିଛି ଦୁର୍ଘଟଣା ।
Views: 31