The Ultimate Managed Hosting Platform
ADVERTISEMENT

ବନ୍ଦେ ଭାରତ ଟ୍ରେନକୁ ଢେଲା ମାଡ

Facebook
Twitter
LinkedIn

ରାଉରକେଲା : ବନ୍ଦେ  ଭାରତ ଟ୍ରେନକୁ ଢେଲା ମାଡ କଲେ ଦୁର୍ବୁତ୍ତ । ଭୁବନେଶ୍ୱରରୁ ରାଉରକେଲା ଯାଉଥିବା ସମୟରେ ଢେଲା ମାଡ । କଲୁଙ୍ଗା ଷ୍ଟେସନରେ ୨ଟି ବଗିକୁ କେହି ଢେଲାମାଡ କରିଥିବା ସୂଚନା ରହିଛି । ୨ଟି ବଗିର କାଚ ଭାଙ୍ଗି ଯାଇଛି । ୩ ଜଣ ପାସେଞ୍ଜର ସାମାନ୍ୟ ଆହତ ହୋଇଥିବା ସୂଚନା । ପୁରୀ-ରାଉରକେଲା ବନେ୍ଦ ଭାରତ ଟ୍ରେନକୁ ପ୍ରଥମ ଥର ପଥର ମାଡ ହୋଇଥିବା ବେଳେ ରେଳ ବିଭାଗ, ଜିଆରପି, ଆରପିଏଫର ତଦନ୍ତ ଜାରି । ରାଉରକେଲା ଷ୍ଟେସନରେ ଟ୍ରେନ ପହଁଚିବା ପରେ ଭାଙ୍ଗି ଯାଇଥିବା କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login