The Ultimate Managed Hosting Platform
ADVERTISEMENT

ଅଟୋ-ସ୍କୁଟି ଧକ୍କା, ଚାଲିଗଲା ଦମ୍ପତିଙ୍କ ଜୀବନ

Facebook
Twitter
LinkedIn

ଗଞ୍ଜାମ : ଅଟୋ-ସ୍କୁଟି ଧକ୍କା । ଦମ୍ପତିଙ୍କର ଚାଲିଗଲା ଜୀବନ , ଅଳ୍ପକେ ବର୍ତ୍ତିଗଲା ୩ ବର୍ଷର କୁନି ଝିଅ । କବିସୂର୍ଯ୍ୟନଗର ଥାନା ହରିଜନ ସାହି ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ଅଟୋ ସହ ସ୍କୁଟି ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଶାଳବଣ ଗାଁର କାହ୍ନୁ ବାରିକ ଓ ତାଙ୍କ ପତ୍ନୀ ସ୍ବପ୍ନାଙ୍କର ମୃତ୍ୟୁ ହୋଇଛି । ସୋଭାଗ୍ୟ ବଶତଃ ତାଙ୍କ ୩ ବର୍ଷର ଝିଅ ବର୍ତ୍ତି ଯାଇଛି । କୁନି ଝିଅଟି ସାମାନ୍ୟ ଆହତ ହୋଇଛି । କାହ୍ନୁ ନିଜ ପତ୍ନୀ ଓ ଝିଅକୁ ଧରି ସ୍କୁଟିରେ ଗାଁକୁ ଯାଉଥିବା ବେଳେ ବୁଢ଼ାମ୍ବ ହରିଜନ ସାହି ନିକରେ ଏକ ଅଟୋ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ସ୍ବପ୍ନାଙ୍କର ମୃତ୍ୟୁ ହୋଇଥିଲା ।ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login