The Ultimate Managed Hosting Platform
ADVERTISEMENT

ଗିରଫ ହେଲେ କୋଟିପତି ଜଟଣୀ ପୈାରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ

Facebook
Twitter
LinkedIn

ଭୁବନେଶ୍ୱର : କୋଟିପତି ବାବୁ ଗିରଫ । ଜଟଣୀ ପୌରପାଳିକାର ନିର୍ବାଗୀ ଅଧିକାରୀ ସୂର୍ୟ୍ୟମଣି ପାଟ୍ଟଯୋଶୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି । ସୂର୍ୟ୍ୟମଣି ପାଟ୍ଟଯୋଶୀଙ୍କର ବିଭିନ୍ନ ଠିକଣାରେ ଗତକାଲି ରେଡ କରିଥିଲେ ଭିଜିଲାନ୍ସ । ତାଙ୍କର ଭୁବନେଶ୍ବରରେ ୪ଟି ଫ୍ଲାଟ, ବ୍ରହ୍ମପୁରରେ ଦୁଇଟି ବହୁତଳ କୋଠା ରହିଛି । ସେହିପରି ଜଟଣୀ, ଭୁବନେଶ୍ବର ଓ ବ୍ରହ୍ମପୁରରେ ପାଟ୍ଟଯୋଶୀଙ୍କର ରହିଛି ୧୧ଟି ପ୍ଲଟ । ରେଡ ବେଳେ ତାଙ୍କ ଘରୁ ନଗଦ ୧୭ ଲକ୍ଷ ଟଙ୍କା ଓ ୪୭୫ ଗ୍ରାମ ସୁନା ଅଳଙ୍କର ମିଳିଛି । ତାଙ୍କର ବିଭିନ୍ନ ବ୍ୟାଙ୍କରେ ୯୦ ଲକ୍ଷ ଟଙ୍କା ଜମା ରହିଥିବା ଜଣାଯାଇଛି । ଜଟଣୀରେ ଅଫିସ, ଭୁବନେଶ୍ବରରେ ଫ୍ଲାଟ, ସୋରଡା ସ୍ଥିତ ତିନୋଟି ଘର ଓ ଗଞ୍ଜାମ ଧରାକୋଟ ବ୍ଲକ ସିଙ୍ଗିପୁର ଗାଁରେ ଥିବା ଭଉଣୀଙ୍କ ଘରେ ଏକକାଳୀନ ଚାଲିଛି ରେଡ ଭିଜିଲାନ୍ସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login