The Ultimate Managed Hosting Platform
ADVERTISEMENT

ସ୍ୱତନ୍ତ୍ର ବସ ଦ୍ୱାରା ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର

Facebook
Twitter
LinkedIn

ଭୁବନେଶ୍ୱର: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧ ସାରା ବିଶ୍ୱରେ ଚହଳ ପକାଇଛି । ସେଠାରେ ବହୁ ସଂଖାରେ ଭାରତୀୟ ଫସି ରହିଥିବା ବେଳେ, ସେଥିରେ କିଛି ଓଡ଼ିଆ ଛାତ୍ରଛାତ୍ରୀମାନେ ମଧ୍ୟ ସାମିଲ୍ ଅଛନ୍ତି । ସେଠରେ ଫସି ରହିଥିବା ଓଡ଼ିଆ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ବସ୍ ଯୋଗେ ଉଦ୍ଧାର କରୁଛନ୍ତି ରାଜ୍ୟ ସରକାର ।

ତେବେ ଯୁଦ୍ଧ ଜାରି ରହିଥିବା ବେଳେ ୟୁକ୍ରେନର ଖାର୍କିଭ୍ ଓ ପେସୋଚିନରେ ଓଡ଼ିଆ ଛାତ୍ରଛାତ୍ରୀମାନେ ଫସି ରହି ବିଭିନ୍ନ ସମସ୍ୟରେ ସମ୍ମୁଖୀନ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୭୫ ଜଣଙ୍କୁ ସ୍ୱତନ୍ତ୍ର ବସ୍ ମାଧ୍ୟମରେ ନିରାପଦ ଭାବେ ପଶ୍ଚିମ ୟୁକ୍ରେନ୍ ସୀମାକୁ ଆଣିବାକୁ ସକ୍ଷମ ହୋଇଛନ୍ତି । ଉଦ୍ଧାର ଛାତ୍ରଛାତ୍ରୀଙ୍କୁ ବିମାନ ଯୋଗେ ଭାରତ ଆଣିବାକୁ ପ୍ରକ୍ରିୟା ଜାରି ରଖିଛନ୍ତି ରାଜ୍ୟ ସରକାର ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login