The Ultimate Managed Hosting Platform
ADVERTISEMENT

ତାରା ଓ ରମେଶ ସସପେଣ୍ଡ, ଗୃହରେ ବିଶୃଙ୍ଖଳା ଆଚରଣ ଯୋଗୁଁ ୭ ଦିନ ପାଇଁ ସସପେଣ୍ଡ

Facebook
Twitter
LinkedIn

ଭୁବନେଶ୍ୱର : ଗୃହ ଏବେ କଂଗ୍ରେସ ଶୂନ୍ୟ । ଆଉ ୨ ବିଧାୟକ ଗୃହରୁ ନିଲମ୍ବିତ । ତାରାପ୍ରସାଦ ବାହିନୀପତି ଓ ରମେଶ ଜେନାଙ୍କୁ ନିଲମ୍ବନ କଲେ ବାଚସ୍ପତି । ବାଚସ୍ପତିଙ୍କ ତାଗିଦ୍ ସତ୍ତ୍ବେ ଉଭୟ ବିଧାୟକ ଗୃହରେ ଘଣ୍ଟ ପିଟିଥିଲେ । ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ବିଧାୟକଙ୍କୁ ଗୃହରୁ ୭ ଦିନ ପାଇଁ ସସ୍ପେଣ୍ଡ କରାଯାଇଛି । ଗତକାଲି ୧୨ କଂଗ୍ରେସ ବିଧାୟକଙ୍କୁ ସସପେଣ୍ଡ କରାଯାଇଥିଲା । ବାକି ଦୁଇ ବିଧାୟକଙ୍କୁ ଆଜି ନିଲମ୍ବନ କଲେ ବାଚସ୍ପତି । ବର୍ତ୍ତମାନ ସୁଦ୍ଧା କଂଗ୍ରେସର ସମସ୍ତ ୧୪ ବିଧାୟକ ସସ୍ପେଣ୍ଡ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login