The Ultimate Managed Hosting Platform
ADVERTISEMENT

ପାକିସ୍ତାନରେ ବିସ୍ଫୋରଣ; ନମାଜ ପଢ଼ିବା ବେଳେ ୩୦ ମୃତ ୫୦ରୁ ଉଦ୍ଦ୍ୱର୍ ଗୁରୁତର

Facebook
Twitter
LinkedIn

ପେଶୱାର: ପାକିସ୍ତାନରେ ଘଟିଛି ଏକ ବଡ଼ ଧରଣର ବିସ୍ଫୋରଣ । ନମାଜ ପଢ଼ିଲା ସମୟରେ ଏହି ବିସ୍ଫୋରଣ ଘଟିଛି । ଏଥିରେ ୩୦ ଜଣକ ମୃତ୍ୟୁ ହୋଇଥିବା ବେଳେ, ୫୦ରୁ ଉର୍ଦ୍ଧ୍ୱ ଗୁରୁତର ହୋଇଥିବା ଜଣାପଡ଼ିଛି । ପାକିସ୍ତାନସ୍ଥିତ ପେଶାୱାର କ୍ୱିସା ଖୱାନୀ ବଜାରରେ ଥିବା ଜାମିଆ ମସଜିଦରେ ଏହି ବିସ୍ଫୋରଣ ଘଟିଛି ।

ସୂଚନାନୁଯାୟୀ, ଆଜି ଶୁକ୍ରବାର ଥିବାରୁ ନମାଜ ପାଠ ପାଇଁ ଶତାଧିକ ଲୋକ ମସଜିଦରେ ଜମା ହୋଇଥିଲେ । ଏହି ଅବସରରେ ଅଚାନକ ଦୁଇ ଜଣ ଅତଙ୍କବାଦୀ ମସଜିଦ ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ଦେଖି ପୋଲିସ୍ ସେମାନଙ୍କୁ ପ୍ରତିରୋଧ କରିବାକୁ ଚେଷ୍ଟା କରିବାରୁ ପୋଲିସ୍ ଓ ଅତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପରେ ଆକ୍ରମଣକାରୀ ସେଠାରୁ ଖସିଯାଇଥିଲେ । ତେବେ ଏହାର କିଛି ସମୟପରେ ମସଜିଦ୍ ମଧ୍ୟରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଜଣେ ପୋଲିସ୍ କର୍ମଚାରୀ ମଧ୍ୟ ପ୍ରାଣ ହରାଇଥିବା ମଧ୍ୟ ସୂଚନା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ପୁରୀ ଯିବା ରାସ୍ତାରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହ ସୁଖଦୁଃଖ ହୋଇଛନ୍ତି...

ADVERTISEMENT

Login