The Ultimate Managed Hosting Platform
ADVERTISEMENT

ଆଉ ନିର୍ବାଚନ ଲଢିବି ନାହିଁ : ନିରଞ୍ଜନ

Facebook
Twitter
LinkedIn

ଭୁବନେଶ୍ୱର : ଆଉ ନିର୍ବାଚନ ଲଢିବି ନାହିଁ କହିଲେ ନିରଞ୍ଜନ ପଟ୍ଟନାୟକ । ବୟସାଧିକ କାରଣରୁ ଆଉ ନିର୍ବାଚନ ଲଢିବି ନାହିଁ । ଯୁବପିଢିଙ୍କୁ ଆଗକୁ ରାସ୍ତା ଛାଡିବା ଦରକାର । ଭଣ୍ଡାରୀପୋଖରିରୁ କିଏ ଲଢିବ ପ୍ରଶ୍ନରେ ରଖିଲେ ମତ । ମୋତେ ଦଳ ପଚାରିଲେ ମୋର ମତ ରଖିପାରିବି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login