The Ultimate Managed Hosting Platform
ADVERTISEMENT

ବୋଥ୍ରାଙ୍କୁ ଟାର୍ଗେଟ କଲେ ଜୟନାରାୟଣ, କହିଲେ ସେ ଡ୍ରାମା କରିଥିଲେ

Facebook
Twitter
LinkedIn

ଭୁବନେଶ୍ୱର : ନବ ହତ୍ୟା ମାମଲାରେ ପୂର୍ବ ତଦନ୍ତକୁ ଟାର୍ଗେଟ କଲେ ଜୟନାରାୟଣ । ଅରୁଣ ବୋଥ୍ରା ଡ୍ରାମା କରିଥିଲେ କହିଲେ ଜୟ ନାରାୟଣ ମିଶ୍ର । ଯେହେତୁ ବଡ ବଡିଆଙ୍କ ସମ୍ପୃକ୍ତି , ପ୍ରକୃତ ତଦନ୍ତ ହେଲେ ମୁଣ୍ଡ କଟିବ । ସେଥିପାଇଁ ସେମାନେ ତଦନ୍ତକୁ ଦିଗହରା କରିଥିଲେ । ଗୋଟିଏ ଚିଠିକୁ ଫ୍ଲସ କରି ଦେଖିଲେ କାଗଜ ମିଳିବ କି । ବେକାର କଥା କହିଥିଲେ , ସ୍ପଷ୍ଟତା ଆଣିବାକୁ ତଦନ୍ତ କରାଯାଉଛି । ମୁଁ ଏବେବି ଦାବି କରୁଛି ସିବିଆଇ ତଦନ୍ତ ହେଉ କହିଲେ ଜୟ ନାରାୟଣ ମିଶ୍ର । ତେବେ ଜୟ ନାରାୟଣଙ୍କ ଅଭିଯୋଗ ନେଇ ବୋଥ୍ରାଙ୍କ ପ୍ରତିକ୍ରିୟା ମିଳିପାରିନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ମମତାଙ୍କୁ ପ୍ରଭାତୀଙ୍କ ଟାର୍ଗେଟ

ଭୁବନେଶ୍ୱର : ମମତା ବାନାର୍ଜୀଙ୍କୁ କଡା କାଉଣ୍ଟପ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଝିଅମାନେ ରାତିରେ ବାହାରକୁ ଯିବା ଉଚିତ ନୁହେଁ ମମତାଙ୍କ ମନ୍ତବ୍ୟକୁ ସମାଲୋଚନା...

Login