The Ultimate Managed Hosting Platform
ADVERTISEMENT

ଟ୍ରକ-ଟ୍ୟାଙ୍କର ମୁହାଁ ମୁହିଁ ଧକ୍କା

Facebook
Twitter
LinkedIn

କଟକ :ଟ୍ରକ-ଟ୍ୟାଙ୍କର ମୁହାଁମୁହିଁ ଧକ୍କା । କଟକ ପାରାଦ୍ଵୀପ ଜାତୀୟ ରାଜପଥ ଉପରେ ଗତି ରାଉତପଟଣା ଅଞ୍ଚଳରେ ଦୁର୍ଘଟଣା ଘଟିଛି । କଟକ ଅଭିମୁଖେ ଏକ ଧାନମଣ୍ଡି ଟ୍ରକ୍ ଆସୁଥିବା ବେଳେ କନ୍ଦରପୁର ଆଡ଼କୁ ଯାଉଥିଲା ଏକ ଖାଲି ତେଲ ଟ୍ୟାଙ୍କର୍ । ଉଭୟ ସାମ୍ନା ସାମ୍ନି ପିଟି ହୋଇଥିଲେ । ଏହି ସମୟରେ ତେଲ ଟ୍ୟାଙ୍କର ପଛରେ ଆସୁଥିବା ଏକ ହାଇୱା ମଧ୍ୟ ପଛରେ ପିଟି ହୋଇଥିଲା । ଫଳରେ ଦୁଇ ଜଣ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ତେଲ ଟ୍ୟାଙ୍କର ଡ୍ରାଇଭର ଫସି ଯାଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ହାଇଡ୍ରୋଲିକ୍ କଟର ଜରିଆରେ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ । ଆହତଙ୍କୁ ଏସସିବିରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login