The Ultimate Managed Hosting Platform
ADVERTISEMENT

ସାଙ୍ଗର ଠେଙ୍ଗା ମାଡରେ ଚାଲିଗଲା ସାଙ୍ଗର ଜୀବନ

Facebook
Twitter
LinkedIn

ପାଟଣାଗଡ : ସାଙ୍ଗକୁ ଠେଙ୍ଗାରେ ପିଟି ହତ୍ୟାକଲା ସାଙ୍ଗ । ଟଙ୍କା ନେଣଦେଣକୁ ନେଇ ବଚସା ପରେ ସାଙ୍ଗକୁ ମାରିଦେଲା । ସୂଚନା ମୁତାବକ ଖପ୍ରାଖୋଲ ଥାନା ପୁତୁଲାମହୁଲ ଗାଁର ପିଣ୍ଟୁ ସାହୁ ଓ ବନ୍ଦେପଦର ଗାଁର ସୁଶୀଲ ସାହୁ ଦୁଇଜଣ ଭଲ ସାଙ୍ଗ ଥିଲେ । ଗତକାଲି ରାତିରେ ସୁଶୀଲ ଓ ପିଣ୍ଟୁଙ୍କ ମଧ୍ୟରେ ଟଙ୍କା ନେଣଦେଣକୁ ନେଇ ବଚସା ହୋଇଥିଲା । ଏହି ସମୟରେ ପିଣ୍ଟୁ ରାଗିଯାଇ ସୁଶୀଲକୁ ଠେଙ୍ଗାରେ ପିଟିବା ଦ୍ୱାରା ସୁଶୀଲଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ସାଙ୍ଗର ମୃତ୍ୟୁ ଦେଖି ପିଣ୍ଟୁ ଘଟଣାସ୍ଥଳରୁ ଫେରାର ମାରିଥିଲା । ତେବେ ବିଳମ୍ବିତ ରାତ୍ରିରେ ଖପ୍ରାଖୋଲ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଖପ୍ରାଖୋଲ ଡାକ୍ତରଖାନାକୁ ଆଣି ହେପାଜତରେ ରଖି ଅଧିକ ତଦନ୍ତ ଜାରୀ ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ନାବାଳିକା ଦୁଷ୍କର୍ମକାରୀକୁ ୨୫ ବର୍ଷ କାରାଦଣ୍ଡ

୩ ଦୁଷ୍କର୍ମୀଙ୍କୁ ଆଜୀବନ

ବାରିପଦା : ୩ ଦୁଷ୍କର୍ମୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ । କାହ୍ନୁ ମାରାଣ୍ଡି, ବୃନ୍ଦାବନ ନାୟକ, ସୋଲେ ହାଁସଦାଙ୍କୁ ଆଜୀବନ । ୩ ଦୁଷ୍କର୍ମୀ ଦଣ୍ଡାଦେଶ ଶୁଣାଇଲେ...

ADVERTISEMENT

Login