ଭୁବନେଶ୍ୱର : ସ୍ୱାମୀ ଫେରାର ନେଇ ଥାନାରେ ସ୍ତ୍ରୀର ଅଭିଯୋଗ । ଚନ୍ଦକା ଥାନାରେ ଅଭିଯୋଗ କଲେ ସ୍ତ୍ରୀ । ୧୬ ତାରିଖରୁ ପଳାଇଥିବା ଜଣାଇଲେ । ଅଫିସର ଜଣେ ମହିଳା ଟେଲି କଲରଙ୍କୁ ଧରି ପଳାଇଥିବା ଅଭିଯୋଗ ।ଘରୁ ପ୍ରାୟ ୧୦ ଲକ୍ଷ ଟଙ୍କା , ନାମୀଦାମୀ ଗଗହଣା ନେଇଯାଇଥିବା ଅଭିଯୋଗ । ମୁଁ ଆଉ ସ୍ୱାମୀ ଫେରିବା ଚାହୁଁନି, ଦଣ୍ଡ ଚାହୁଁଛି କହିଲେ ସ୍ତ୍ରୀ । ୯ ବର୍ଷ ଓ ଦେଢ ବର୍ଷର ଦୁଇ ଝିଅ ଅଛନ୍ତି, ଛାଡି ପଳାଇଥିବା କହିଲେ ସ୍ତ୍ରୀ ।
Views: 56











