The Ultimate Managed Hosting Platform
ADVERTISEMENT

କିଡନୀ ରୋଗ ନେଲାଣି ୪୮୫୭ ଜଣଙ୍କ ଜୀବନ

Facebook
Twitter
LinkedIn

ଭୁବନେଶ୍ୱର : ରାଜ୍ୟରେ ୩ ବର୍ଷରେ କିଡନୀ ରୋଗରେ ୪୮୫୭ ଜଣଙ୍କ ଜୀବନ ଯାଇଛି । ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି । ୧୫,୭୫୨ କିଡନୀ ରୋଗୀରୁ ୧୦,୮୯୫ ଜଣ ରୋଗୀ ଚିକିତ୍ସିତ ହୋଇଛନ୍ତି । ୬୮ ଚିକିତ୍ସା କେନ୍ଦ୍ରରେ ୫୧୧ ଡାଇଲିସିସ୍ ବ୍ୟବସ୍ଥା ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login