ବ୍ୟୁରୋ : ବେଲପତ୍ରକୁ ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ । ମହାଦେବ ଶିବଙ୍କ ପାଖରେ ଅର୍ପଣ କରାଯାଏ ବେଲପତ୍ର । କିନ୍ତୁ ବେଲପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ କଣ ଆପଣ ଜାଣିଛନ୍ତି କି ? ଆୟୁର୍ବେଦ ଅନୁଯାୟୀ, ବେଲପତ୍ରରେ ଅନେକ ଗୁଣ ଅଛି ଯାହା ଆମ ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିଥାଏ । ଆଣ୍ଟିଅକ୍ସିଡାଣ୍ଟ ଏବଂ ପୁଷ୍ଟିକର ଉପାଦାନରେ ଭରପୂର ବେଲପତ୍ରରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ୍ ଏ, ଭିଟାମିନ୍ ସି, ରାଇବୋଫ୍ଲାଭିନ୍, କ୍ୟାଲସିୟମ୍, ପୋଟାସିୟମ୍, ଫାଇବର, ଭିଟାମିନ୍ ଈ୧, ଈ୬, ଈ୧୨ ଭଳି ଜରୁରୀ ଉପାଦାନ ଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ । ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଶରୀରକୁ ଶୀତଳତା ମିଳିଥାଏ ।
କୋଷ୍ଠକାଠିନ୍ୟରେ ପୀଡିତ ବ୍ୟକ୍ତିମାନେ ନିଜ ଖାଦ୍ୟରେ ବେଲପତ୍ର ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଜରୁରୀ । ବେଲପତ୍ରରେ ଟିକେ ଲୁଣ ଏବଂ ଗୋଲମରିଚ ଗୁଣ୍ଡ ଲଗେଇକି ଖାଇପାରିବେ । ଏହା ଆପଣଙ୍କୁ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେବ । ଏହା ଅନ୍ତନଳୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ ।
ପେଟ ସମ୍ବନ୍ଧୀୟ ରୋଗ ପାଇଁ ବେଲପତ୍ର ଅତ୍ୟନ୍ତ ଲାଭଦାୟକ । ବିଶେଷକରି ଏହାକୁ ବ୍ଲୋଟିଙ୍ଗ ଏବଂ ଗ୍ୟାସ୍ ପାଇଁ ବ୍ୟବହାର କରିବା ଉଚିତ୍ । ଏହାର ବ୍ୟବହାର ଦ୍ୱାରା ହଜମ ଶକ୍ତି ମଧ୍ୟ ଶକ୍ତିଶାଳୀ ହୁଏ । ବେଲପତ୍ର ଖାଇବା ଆପଣଙ୍କ ପେଟକୁ ସଫା କରିଥାଏ । ଏଥିରେ ଉପସ୍ଥିତ ଥିବା ଲକ୍ସାଟିଭ୍ ପ୍ରଭାବ ଆପଣଙ୍କ ହଜମ ପ୍ରକ୍ରିୟାକୁ ମଜବୁତ କରିଥାଏ ।
ଜାଣନ୍ତୁ ବେଲପତ୍ରର ଉପକାରିତା ବିଷୟରେ, ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ?
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







