ନୟାଗଡ : ୨ ନାବାଳକଙ୍କ ମୃତଦେହ ଉଦ୍ଧାର ମାମଲାରେ ବାପା ଗିରଫ । ଦ୍ୱିତୀୟ ବିବାହ ପ୍ରସ୍ତାବକୁ ଦୁଇ ନାବାଳକ ପୁଅ ବାରଣ କରିବାରୁ ହତ୍ୟା । ଡବଲ ମର୍ଡର ନେଇ ପ୍ରେସମିଟରେ ସ୍ପଷ୍ଟ କଲେ ନୟାଗଡ ଏସପି । ହତ୍ୟାକାରୀ ବାପା ଓ ସହଯୋଗ କରିଥିବା ଜେଜେ ମାଆ ଗିରଫ । ଗତ ଚାରି ଦିନ ଧରି ବାପା ପ୍ରକାଶ ମହାନ୍ତି ଓ ଜେଜେମା ସୌରୀ ମହାନ୍ତିଙ୍କୁ ଅଟକ ରଖି ପଚରାଉଚରା କରୁଥିଲା ପୋଲିସ। ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଫତେଗଡ ଥାନା ପୋଲିସ।
Views: 17