ଭୁବନେଶ୍ୱର : ସଂସଦୀୟ କ୍ଷେତ୍ର ସୀମା ପୁନଃ ନିର୍ଦ୍ଧାରଣ ରେଜନୀତି ତେଜିଲା । ପିସିସି ସଭାପତି ଭକ୍ତ ଦାସଙ୍କୁ ଭେଟିଲେ ଡିଏମକେ ମନ୍ତ୍ରୀ ଓ ସାଂସଦ । କଂଗ୍ରେସ ଭବନରେ ଭେଟି ଆସନ୍ତା ୨୬ ତାରିଖ ବୈଠକକୁ ଯିବାକୁ କହିଲେ । ନବୀନଙ୍କୁ ନିମନ୍ତ୍ରଣ ପରେ ଭକ୍ତ ଦାସଙ୍କୁ ଭେଟି ନିମନ୍ତ୍ରଣ କଲେ ।
Views: 26