The Ultimate Managed Hosting Platform
ADVERTISEMENT

ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ୱତନ୍ତ୍ର ଆପ, ବ୍ୟବହାର ହେବ ଏଆଇ କ୍ୟାମେରା

Facebook
Twitter
LinkedIn

ପୁରୀ : ରଥଯାତ୍ରା ପାଇଁ ଲଞ୍ଚ କରାଯିବ ସ୍ବତନ୍ତ୍ର ଆପ୍ । ରଥଯାତ୍ରା ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ସୂଚନା ପାଇଁ ଲଞ୍ଚ ହେବ ଆପ୍ । ଏହାସହ ଚଳିତ ବର୍ଷ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ସୁପରିଚାଳନା ପାଇଁ ବ୍ୟବହାର ହେବ ଏଆଇ କ୍ୟାମେରା । ରଥଯାତ୍ରା ପାଇଁ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଏପରି ସୂଚନା ଦିଆଯାଇଛି । ଗତବର୍ଷ ରଥଯାତ୍ରାରେ ହୋଇଥିବା ତ୍ରୁଟି ଓ ସମସ୍ୟାକୁ ସୁଧାରି ସମସ୍ତ ବିଭାଗ ନିଜ ନିଜ ପ୍ରସ୍ତୁତି ଓ ଆକ୍ସନ ପ୍ଲାନ୍ ଚୁଡାନ୍ତ କରିବାକୁ ବୈଠକେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ଖାଁ ଖାଁ ଶ୍ରୀମନ୍ଦିର, ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା

ପୁରୀ : ଏବେ ନୀଳକନ୍ଦର ଛୀଡି ବଡଦାଣ୍ଡରେ ବଳିଆରଭୂଜ । ନବଦିନାତ୍ମକ ଲୀଳାଖେଳା କରୁଛନ୍ତି ବିଶ୍ୱନିୟନ୍ତା । ଧରାପୃଷ୍ଠରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ।...

ADVERTISEMENT

Login