The Ultimate Managed Hosting Platform
ADVERTISEMENT

ଗିରଫ ହେଲେ ଆଇଆଇଟି ବାବା

Facebook
Twitter
LinkedIn

ଜୟପୁର: ସୋସିଆଲ ମିଡିଆରେ ଆଇଆଇଟି ବାବା ଭାବରେ ପ୍ରସିଦ୍ଧ ଅଭୟ ସିଂହଙ୍କୁ ଜୟପୁରରେ ପୁଲିସ ଅଟକ ରଖିଛି। ଅଭୟ ସିଂହ ସୋସିଆଲ ମିଡିଆରେ ଆତ୍ମହତ୍ୟା ଧମକ ଦେଇଥିଲେ, ଯାହା ପରେ ଶିପ୍ରା ପଥ ପୁଲିସ, ରିଦ୍ଧି ସିଦ୍ଧି ପାର୍କରେ ଥିବା କ୍ଲାସିକ୍ ହୋଟେଲରେ ପହଞ୍ଚି ଆଇଆଇଟି ବାବାଙ୍କୁ ହେପାଜତକୁ ନେଇଛି। ସୂଚନା ଅନୁଯାୟୀ, ଗିରଫ ବେଳେ ଅଭୟ ସିଂହଙ୍କଠାରୁ ଗଞ୍ଜେଇ ଉଦ୍ଧାର କରାଯାଇଛି। ଗଞ୍ଜେଇ ମିଳିବା ପରେ ତାଙ୍କ ବିରୋଧରେ ଏନଡିପିଏସ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯାଇପାରେ ବୋଲି କୁହାଯାଉଛି। ବର୍ତ୍ତମାନ ପୁଲିସ ଆଇଆଇଟି ବାବାଙ୍କୁ ପଚରାଉଚରା କରୁଛି। ଫେବ୍ରୁଆରି ୨୮ ତାରିଖରେ ନୋଏଡାରେ ଏକ ଘରୋଇ ଚ୍ୟାନେଲର ସମ୍ବାଦ ବିତର୍କ କାର୍ୟ୍ୟକ୍ରମରେ ତାଙ୍କୁ ଆକ୍ରମଣ କରାଯାଇଥିବା ନେଇ ସିଂହ ଅଭିଯୋଗ କରିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login