ଭୁବନେଶ୍ୱର : ମହମ୍ମଦ ମୋକିମଙ୍କୁ ଗୁରୁଦାୟିତ୍ୱ ମିଳିବ କହିଲେ ପିସିସି ସଭାପତି । ମୋକିମ ଜଣେ ଦକ୍ଷ ନେତା କହିଲେ ପିସିସି ସଭାପତି ଭକ୍ତ ଦାସ । ଆଗାମୀ ଦିନରେ ମୋକିମଙ୍କୁ ବଡ ଦାୟିତ୍ୱ ମିଳିବ । ମୁଁ ସଭାପତି ହେବା ପରେ ମୋକିମ ମୋତେ ଭେଟିଥିଲେ । କାହା ଭିତରେ ମତଭେଦ ନାହିଁ , ଏକାଠି ହୋଇ ସମସ୍ତେ ଚାଲିବା । ବିପ୍ଲବ ଆଣିବ କଂଗ୍ରେସ , ଯୁବପିଢି କଂଗ୍ରେସର ସଭାପତି ।
Views: 27