May 15, 2024 6:30 am

The Ultimate Managed Hosting Platform
ADVERTISEMENT

ସନ୍ଦେହରେ ରହିଛି ବାରବାଟୀରେ ହେବାକକୁ ଥିବା ଟି-୨୦ ମ୍ୟାଚ୍‌

Facebook
Twitter
LinkedIn

କଟକ: ସନ୍ଦେହରେ ରହିଛି କଟକ ବାରବାଟୀରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ମ୍ୟାଚ । ଆସନ୍ତା ଜୁନ୍ ମାସରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି- ୨୦ ମ୍ୟାଚ୍ ଦେଖିବାକୁ କ୍ରିକେଟ ପ୍ରେମୀଙ୍କ ମନରେ ଉତ୍କଣ୍ଠା ରହିଥିବା ବେଳେ, ମ୍ୟାଚ୍ ହେବା ନେଇ ନିସ୍ପତ୍ତି ଅନିଶ୍ଚିତତା ମଧ୍ୟରେ ରହିଛି । ତେବେ ରାଜ୍ୟବାସୀ ବାରବାଟୀରେ ଖେଳ ଦେଖୀବାକୁ ଅପେକ୍ଷା କରି ଥିବା ବେଳେ, ମ୍ୟାଚ ହେବା ନେଇ ଏ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ ବୋଲି ବିସିସିଆଇ ସମ୍ପାଦକ ସଞ୍ଜୟ ବେହେରା ସୂଚନା ଦେଇଛନ୍ତି ।

ତେବେ ଓସିଏ ଆପେକ୍ସ କମିଟି ବୈଠକରେ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ହେବା ନେଇ କିଛି ବି ଆଲୋଚନା ହୋଇନାହିଁ । ସେପଟେ ଆସନ୍ତା ୧୨ ତାରିଖରେ ବେଙ୍ଗାଲୁରରେ ହେବାକୁ ଥିବା ବୈଠକରେ ଏ ସମ୍ପର୍କରେ ଆଲୋଚନା ହେବାର ଅଛି । ସିରିଜର ଗୋଟିଏ ମ୍ୟାଚ ବାରବାଟୀରେ କରିବାକୁ ବିସିସିଆଇକୁ ଅନୁରୋଧ କରାଯାଇଛି ବୋଲି ଓସିଏ ସମ୍ପାଦକ କହିଛନ୍ତି ।

ADVERTISEMENT
Facebook
Twitter
LinkedIn
ADVERTISEMENT

Recent News

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ବୁଡିଲା ସେୟାର ବଜାର, ସେନସେକ୍ସ ୭୦୦ ଅଙ୍କ ଖସିଲା

ମୁମ୍ବାଇ: ସୋମବାର ଶେୟାର ବଜାରରେ କମ୍ପନ ଦେଖାଦେଇଛି। ବଜାର ଖୋଲିବାମାତ୍ରେ ସେନସେକ୍ସ ୭୦୦ ଅଙ୍କ ଖସିଛି। ଏହା ସହିତ ଟାଟାର ଶେୟାର ଧରାଶାୟୀ ହୋଇଛି। ମୁଦ୍ରାସ୍ଫୀତି ତଥ୍ୟ...

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୁଡୁଲ୍ସ ନେଲା ବାଳକର ଜୀବନ ! ପରିବାର ସଦସ୍ୟ ଅସୁସ୍ଥ

ନୂଆଦିଲ୍ଲୀ: ନୁଡୁଲ୍ସ ଖାଇବା ପରେ ଚାଲିଗଲା ବାଳକର ଜୀବନ। ଉତ୍ତରପ୍ରଦେଶର ପିଲିଭିତରେ ଘଟିଛି ଏଭଳି ଘଟଣା। ଗୋଟାଏ ପରିବାରର ୬ଜଣ ଲୋକ ନୁଡୁଲ୍ସ ଖାଇବା ପରେ ଅସୁସ୍ଥ...

ADVERTISEMENT
୨ ପୋଲିଂ ଅଫିସର ସସପେଣ୍ଡ

୨ ପୋଲିଂ ଅଫିସର ସସପେଣ୍ଡ

ଭୁବନେଶ୍ବର : ଓଡ଼ିଶାରେ ଚାଲିଛି ପ୍ରଥମ ପର୍ୟ୍ୟାୟ ମତଦାନ। ତେବେ ନିର୍ବାଚନ କାର୍ୟ୍ୟରେ ଅବହେଳା ପାଇଁ ୨ ପୋଲିଂ ଅଧିକାରୀ ନିଲମ୍ବିତ । କଳାହାଣ୍ଡି ନର୍ଲାର ଏକ...

Login