The Ultimate Managed Hosting Platform
ADVERTISEMENT

ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା; ଏକାଧିକ ରଦୁର୍ଘଟଣାରେ ୪ ଗୁରୁତର, ଚାଳକ ସହ ଗାଡ଼ି ଥାନାରେ ଅଟକ

Facebook
Twitter
LinkedIn

ଭୁବନେଶ୍ୱର: ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା । ଏକାଧିକ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣା ଜୟଦେବ ବିହାର ଠାରୁ ଜାଭିୟର ଛକ ମଧ୍ୟରେ ଘଟିଥିବା ଜଣାପଡ଼ିଛି । ଏ ନେଇ ଖବର ପାଇ ନୟାପଲ୍ଲୀ ଥାନା ପୋଲିସ୍ ସେହି ଗାଡ଼ିକୁ ପିଛା କରି ଧରିବା ପରେ ଗାଡ଼ି ସହ ମଦ୍ୟପ ଚାଳକକୁ ଥାନାରେ ଅଟକ ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login