ବ୍ୟୁରୋ : ଓଜନ କମାଇବା ପାଇଁ ନିଜ ଡାଏଟ ଲିଷ୍ଟରେ ସାଲାଡ଼କୁ ପ୍ରଧାନ ଖାଦ୍ୟ ଭାବେ ବ୍ୟବହାର କରାଯାଉଛି । ସାଲାଡ଼ ଅନେକ ପ୍ରକାରର ରହିଛି । ପ୍ରତ୍ୟେକ ସାଲାଡରେ ବିଶେଷ ଗୁଣ ମଧ୍ୟ ରହିଥାଏ । କେଉଁ ସାଲାଡ଼ ଖାଇବା ଦ୍ୱାରା କେଉଁ କେଉଁ ଉପକାର ମିଳିଥାଏ , ତାହା ଆସନ୍ତୁ ଜାଣିବା ।
ଓଜନ କମାଇବାର ଯାତ୍ରାକୁ ଶୀଘ୍ର ସଫଳ କରିବାରେ ସାହାଯ୍ୟ କରିଥାଏ । ଏହାକୁ ଖାଲି ପେଟରେ ସକାଳେ ଖାଇବା ଦ୍ୱାରା ଶରୀରରେ ଭଲ ପ୍ରଭାବ ପକାଇଥାଏ । ଏହାକୁ ସିଝାଇ ନଚେତ କଞ୍ଚା ଭାବେ ଖାଇପାରିବେ , ତାହା ଆପଣଙ୍କ ଉପରେ ନିର୍ଭର କରେ ।
ଏହା ପ୍ରୋଟିନ ଏବଂ ଫାଇବରରେ ଭରପୁର । ଏହାର ପ୍ରସ୍ତୁତି ପାଇଁ ଚଣାକୁ ୬ ରୁ ୭ ଘଣ୍ଟା ଯାଏଁ ପାଣିରେ ପ୍ରଥମେ ଭିଜାଇ ତାକୁ ସିଝାଇଦେବେ । ସିଝିବା ପରେ ସେଥିରେ ପିଆଜ, ବିଲାତି,କାକୁଡି ,ଚାଟ ମସଲା ,ବ୍ଲାକସ୍ଲଟ ପକାଇ ଖାଇ ପାରିବେ । ଏଥି ସହ ଏହାର ଟେଷ୍ଟ ଯେତିକି ଭଲ ହୋଇଥାଏ, ସେତିକି ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ ।
ବ୍ରୋକୋଲି ସାଲାଡ୍ ମଧ୍ୟ ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ । ବ୍ରୋକଲି କୁ ପ୍ରଥମେ ସିଝାଇ ସେଥିରେ ପନିର, ପିଆଜ,କାକୁଡି,ଟମାଟର ପକେଇ ସବୁକୁ ମିକ୍ସ କରି ପ୍ରତିଦିନ ସେବନ କରନ୍ତୁ ।ତେବେ ଯଦି ଆପଣ ନିଜର ଓଜନକୁ ନେଇ ଚିନ୍ତାରେ ରହୁଛନ୍ତି, ତେବେ ଏହି ଟିପ୍ସକୁ ନିଶ୍ଚିତ୍ ଫଲୋ କରନ୍ତୁ ।
ଓଜନ କମ କରିବା ପାଇଁ ଡାଏଟରେ ସାମିଲ କରନ୍ତୁ ଏହି ସାଲାଡ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











