The Ultimate Managed Hosting Platform
ADVERTISEMENT

ଦିନକ ପରେ ମହାଶିବରାତ୍ରୀ, ଭୁବନେଶ୍ୱରରେ କମିଶନରେଟ ପୋଲିସ ପକ୍ଷରୁ କଟକଣା ଜାରି

Facebook
Twitter
LinkedIn

ଭୁବନେଶ୍ୱର : ଦିନକ ପରେ ମହା ଶିବରାତ୍ରୀ , ଏଥିପାଇଁ ପାଇଁ ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ କଟକଣା ଜାରି ହୋଇଛି । ଜାଗର ପାଇଁ ଲିଙ୍ଗରାଜ ମନ୍ଦିରରେ ଭିଡ଼ ଜମିବା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଗର ପାଇଁ ସମସ୍ତ ଶୈବ ପୀଠରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ମହାଶିବରାତ୍ରୀ ନେଇ ଗତ ମଙ୍ଗଳବାର ଦିନ ଲିଙ୍ଗରାଜ ମନ୍ଦିର କାର୍ୟ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ ମନ୍ଦିରରେ ପାଳନ ହେବାକୁ ଥିବା ମହାଶିବରାତ୍ରି ପୂର୍ବ ସନ୍ଧ୍ୟାରେ ଯାନବାହାନ ଚଳାଚଳ ସୁଗମ କରିବା, ଭିଡ଼ ନ କରିବା ଏବଂ ପଦଯାତ୍ରୀଙ୍କ ପାଇଁ କୌଣସି ବାଧା ନ ସୃଷ୍ଟି କରିବା ପାଇଁ କେତେକ ନିୟମାବଳୀ ଲାଗୁ କରାଯାଉଛି । ଏହି ନିୟମାବଳୀ ୨୫ ଫେବ୍ରୁଆରି ୨୦୨୫ ମଧ୍ୟରାତ୍ରରୁ କାର୍ୟ୍ୟକାରୀ ହେବ ବୋଲି କମିସନରେଟ୍ ପୋଲିସ ଏକ ବିଜ୍ଞପ୍ତିରେ କହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login