The Ultimate Managed Hosting Platform
ADVERTISEMENT

ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ସତର୍କତା

Facebook
Twitter
LinkedIn

ନୂଆଦିଲ୍ଲୀ : ପୁଣି ପାକିସ୍ତାନରେ ସୁରକ୍ଷିତ ମ୍ୟାଚ ନେଇ ସସପେନ୍ସ । ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ଆତଙ୍କୀ ହମଲା ନେଇ ସତର୍କତା । ସତର୍କ କରାଇଲା ପାକିସ୍ତାନ ଗୁଇନ୍ଦା ବିଭାଗ । ସୁରକ୍ଷା ଏବଂ ଆତଙ୍କୀ ଆକ୍ରମଣ ଭୟରେ ପାକିସ୍ତାନରେ କିଛି ବର୍ଷ ହେଲାଣି କୌଣସି ଅର୍ନ୍ତରାଷ୍ଟ୍ରୀୟ ମ୍ୟାଚ ହୋଇନାହିଁ । ଏପରି ସ୍ଥଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆୟୋଜନ ପାକିସ୍ତାନକୁ ମିଳିଥିବା ବେଳେ ପୁଣିଥରେ ଆତଙ୍କୀ ଆକ୍ରମଣ ଭୟ ଦେଖାଦେଇଛି । ବିଦେଶୀ କ୍ରିକେଟ ପ୍ରେମୀଙ୍କୁ ଅପହରଣ ଯୋଜନା କରାଯାଇଥିବା ନେଇ ସୂଚନା ମିଳିଛି । ଏନେଇ ଖୋଦ ହାଇଆଲର୍ଟ ଜାରି କରିଛନ୍ତି ପାକିସ୍ତାନ ଗୁଇନ୍ଦା ବିଭାଗ । ଟିଟିପି, ଆଇଏସ୍ଆଇଏସ୍ ଉପରେ କଡ଼ା ନଜର ରଖାଯାଇଛି । ଭାରତୀୟ ଏଜେନ୍ସୀ ମଧ୍ୟ ପାକିସ୍ତାନକୁ ଏଭଳି ଆକ୍ରମଣ ସମ୍ଭାବନା ବିଷୟରେ ସୂଚନା ଦେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login