The Ultimate Managed Hosting Platform
ADVERTISEMENT

ଏନଏସି ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା

Facebook
Twitter
LinkedIn

ପୋଲସରା : କବିସୂର୍ଯ୍ୟନଗରରେ ବିଜେଡି ଦୁର୍ଗ ଭୁଶୁଡୁଛି । ଗଞ୍ଜାମ ଜିଲ୍ଲା କବିସୂର୍ୟ୍ୟନଗର ଏନଏସି ଅଧକ୍ଷା ଏସ. ଲକ୍ଷ୍ମୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ମେଳି ବାନ୍ଧିଛନ୍ତି ବିଜେଡି କାଉସିଲର । ଆଜି ସକାଳୁ ଏନଏସି ଉପାଧକ୍ଷ ବିକ୍ରାନ୍ତ କୁମାର ସାହୁଙ୍କ ସମେତ ବହୁ କାଉସିଲର କବିସୂର୍ୟ୍ୟନଗର ଅଞ୍ଚଳର ଆରାଧ୍ୟ ଦେବୀ ମା ମହାମାୟୀଙ୍କ ମନ୍ଦିର ରେ ପୂଜାର୍ଚନା ପରେ ଏନଏସି କାର୍ୟ୍ୟାଳୟରେ ନଡ଼ିଆ ଭାଙ୍ଗି ଛତ୍ରପୁର ଅଭିମୁଖେ ବାହାରିଛନ୍ତି । ତେବେ କବିସୂର୍ୟ୍ୟନଗର ଏନଏସି ର ୧୮ ୱାର୍ଡ ମଧ୍ୟରୁ ୧୬ ଟି ରେ ବିଜେଡି କାଉସିଲର ରହିଥିବା ବେଳେ ଏନଏସି ଅଧକ୍ଷା ମଧ୍ୟ ବିଜେଡିର ରହିଛନ୍ତି । ତେବେ ଅଧକ୍ଷା ଏକ ବର୍ଷ ଧରି ଏନଏସି ରେ କୌଣସି କାର୍ୟ୍ୟ କରାଇବାକୁ ଦେଉନଥିବା ଓ ସେ ବହୁ ଦୁର୍ନୀତି ରେ ଲିପ୍ତ ରହିଥିବା ଅଭିଯୋଗ ଆଣି ଆଜି ୧୬ କାଉସିଲର ଅଧକ୍ଷା ଙ୍କ ବିରୋଧ ରେ ଅନାସ୍ଥା ପ୍ରସ୍ତାବ ପାଇଁ ଜିଲ୍ଲାପାଳଙ୍କ ନିକଟକୁ ବାହାରିଥିବା ଜଣାପଡିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login