The Ultimate Managed Hosting Platform
ADVERTISEMENT

ସ୍କର୍ପିଓକୁ ପଛପଟୁ ପିଟିଲା ତୀର୍ଥ ଯାତ୍ରୀ ବସ

Facebook
Twitter
LinkedIn

ବାଲୁଗାଁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଇପାସ ୧୬ ନଂ ଜାତୀୟ ରାଜପଥ ସରନଈ ଓଭର ବ୍ରିଜ ନିକଟରେ ସ୍କର୍ପିଓକୁ ପଛପଟୁ ପିଟିଲା ବସ । ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ ।ଧକ୍କା ଦେବା ପରେ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ବସ ଡ୍ରାଇଭର ଥାନାରେ ଅଟକ ରହିଛନ୍ତି । ଏଥିରେ କେହି ଆହତ ହୋଇନଥିବା ସୂଚନା ଦେଇଛି ବାଣପୁର ଥାନା ପୋଲିସ । ଗତକାଲି ବିଳମ୍ବିତ ରାତିରେ ଏକ ଭଲଭୋ ବସ ୪୦ ଜଣ ଯାତ୍ରୀଙ୍କୁ ନେଇ କୁମ୍ଭମେଳା ସାରି ବିଜୟୱାଡା ଅଭିମୁଖେ ଯାଉଥିଲା ।ସରନଈ ଓଭର ବ୍ରିଜ ନିକଟରେ ଆଗରେ ଯାଉଥିବା ଏକ ସ୍କର୍ପିଓ ବ୍ରେକ ମାରିବା ଯୋଗୁଁ ବସଟି ଭରସାମ୍ୟ ହରାଇ ସ୍କର୍ପିଓ ପଛ ପଟକୁ ପିଟି ଥିଲା ଏବଂ ଡିଭାଇଡ଼ର ଉପରେ ଚଢ଼ି ଯାଇଥିଲା । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବରେ ଅନ୍ୟ ଏକ ବସ ରେ ଫେରିଥିଲେ । ବସ ଡ୍ରାଇଭରକୁ ଅଟକ ରଖିଛି ପୋଲିସ ।.

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login