The Ultimate Managed Hosting Platform
ADVERTISEMENT

ମୋ ବସରେ ଲାଗିଲା ନିଆଁ

Facebook
Twitter
LinkedIn

ଚୈାଦ୍ୱାର : ମୋ ବସରେ ନିଆଁ ଲାଗି ଗାଡିରୁ ବାହାରିଲା ଧୂଆଁ । ଭୟଭୀତ ହୋଇ ଝରକା ପଟେ ବାହାରକୁ ବାହାରିଲେ ଯାତ୍ରୀ । କଟକ ଜିଲ୍ଲା ଚୌଦ୍ୱାର ବ୍ୟାରେଜ ନିକଟରେ ଆଜି ଏକ ମୋ ବସରେ ନିଆଁ ଲାଗିଥିବା ବେଳେ ଧୂଆଁ ବାହାରିଥିଲା । ଗାଡିରେ ଥିବା ୬୦ରୁ ଅଧିକ ଯାତ୍ରୀ ବସ୍ ଡୋର୍ ଖୋଲିବାକୁ ଉଦ୍ୟମ କରିଥିଲେ । ହେଲେ ଡୋର୍ ଖୋଲି ନଥିଲା । ବସ ଭିତରେ ଥିବା ଯାତ୍ରୀ ମାନେ ଚିତ୍କାର କରୁଥିବା ବେଳେ କିଛି ଯାତ୍ରୀ ଝରକା ଦେଇ ବାହାରକୁ ପଲାଇ ଆସିଥିଲେ । କିଛି ବୟସ୍କ ଯାତ୍ରୀ ଅଣନିଶ୍ବାସୀ ହୋଇଯିବାରୁ ଖୋଲୁନଥିବା ଡୋରକୁ ଜୋରେ ଧକ୍କା ଦେଇ ବାହାରକୁ ପଳାଇ ଆସିଥିଲେ । ଅନ୍ୟପକ୍ଷରେ ଗାଡିର କଣ୍ଡକ୍ଟର କହିଛନ୍ତି ଯେ ବସ ଗୁଡିକ ଡିପୋରେ ରହିଲାପରେ ମରାମତି କରାଯାଉନଥିବାରୁ ଏଭଳି ଦୁର୍ଘଟଣା ହୋଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login