The Ultimate Managed Hosting Platform
ADVERTISEMENT

ପରସ୍ପରଠୁ ଅଲଗା ହେଲେ ଚହଲ-ଧନଶ୍ରୀ

Facebook
Twitter
LinkedIn

ନୂଆଦିଲ୍ଲୀ : ପରସ୍ପରଠୁ ଅଲଗା ହେଲେ କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ତଥା ପତ୍ନୀ ଧନଶ୍ରୀ । ଉଭୟଙ୍କ ମଧ୍ୟରେ ଆଇନଗତ ବିବାହ ବିଚ୍ଛେଦ ହୋଇଛି । ୧୮ମାସ ହେବ ପରସ୍ପରଠୁ ଅଲଗା ହେବା ପରେ ଏବେ ଉଭୟଙ୍କଠୁ ଅଲଗା ହୋଇଛନ୍ତି । ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଚାଲିଥିବାବେଳେ ଗୁରୁବାର କୋର୍ଟ ମୋହର ମାରିଛନ୍ତି । ବିଚ୍ଛେଦ ବାବଦକୁ ଚହଲ ଦେବେ ୬୦ କୋଟି । ୨୦୨୦ ଡିସେମ୍ବର ୧୧ରେ ବେଶ୍ ଧୁମଧାମରେ ଏମାନଙ୍କ ବାହାଘର ହୋଇଥିଲା । ତେବେ ୨୦୨୩ରେ ଏମାନଙ୍କ ମଧ୍ୟରେ ତିକ୍ତତା ଆସିଥିବା ଖବରକୁ ଏକ ଗୁଜବ କହି ଉଭୟ ଏଡାଇଯାଇଥିଲେ । ହେଲେ ସମୟ ବଢ଼ିବା ସହ ଗୁଜବ ସତ ହୋଇଥିଲା। ବିଭିନ୍ନ ଘଟଣା ଏକଥା ପ୍ରକାଶ କରିଥିଲା ଯେ କିଛି ଠିକ ନାହିଁ ଉଭୟଙ୍କ ମଧ୍ୟରେ । ତେବେ ଦେଢ଼ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହେବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login