The Ultimate Managed Hosting Platform
ADVERTISEMENT

କିଟ କାଣ୍ଡ ; ଅଚ୍ୟୁତ ସାମନ୍ତଙ୍କୁ ଗିରଫ କର-ତାରା

Facebook
Twitter
LinkedIn

ଭୁବନେଶ୍ୱର : ନ୍ୟାୟିକ ତଦନ୍ତ ଦାବି କଲେ ତାରା ପ୍ରସାଦ ବାହିନୀପତି । ନ୍ୟାୟିକ ତଦନ୍ତ ସହ ଅଚ୍ୟୁତ ସାମନ୍ତଙ୍କ ଗିରଫ ଦାବି କଲେ ତାରା । ମୁଲତବି ଆଲୋଚନାରେ ଭାଗ ନେଇ ତାରାଙ୍କ ମନ୍ତବ୍ୟ । ନ୍ୟାୟିକ ତଦନ୍ତ ନିଦେ୍ର୍ଦଶ ନ ଦେଲେ ଧାରଣାରେ ବସିବି । କାହିଁକି ଏ ପର୍ଯ୍ୟନ୍ତ ଅଚ୍ୟୁତ ସାମନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନି । ସିସିଟିଭି ଫୁଟେଜ ଯାଞ୍ଚ ହେଉ କହିଲେ ତାରା । କେତେ ଜଣ ଆଇଏଏସ , ଆଇପିଏସଙ୍କ ପରିବାର ଲୋକେ କିଟରେ ଚାକିରି କରିଚନ୍ତି ଜଣାପଡିବ । କେବଳ ନେପାଳି ପିଲାମାନଙ୍କ ପାଇଁ ସାଇନ ଡାଏ କାହିଁକି ହେଲା । ଅଶାଳୀନ ବ୍ୟବହାର କରିଥିବୀ ମହିଳାଙ୍କୁ କାହିଁକି ଗିରଫ କରାଯାଇନି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

ADVERTISEMENT

Login