The Ultimate Managed Hosting Platform
ADVERTISEMENT

ପ୍ରୟାଗରାଜର ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା, ଚାଲିଗଲା ୯ ଜଣଙ୍କ ଜୀବନ

Facebook
Twitter
LinkedIn

ପ୍ରୟାଗରାଜ : ପ୍ରୟାଗରାଜର ଗୋଟିଏ ସ୍ଥାନରେ ଦୁଇଟି ଦୁର୍ଘଟଣା ।କୁମ୍ଭମେଳାକୁ ଯାଉଥିବା ଶ୍ରଦ୍ଧାଳୁଙ୍କ ବସ୍ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ୮ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଛନ୍ତି । କୁମ୍ଭ ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍ ।ଖବର ମୁତାବକ, ଦୁର୍ଘଟଣାଟି ଜୌନପୁର ବଦଲାପୁରରେ ଘଟିଛି । ଡବଲ ଡେକର ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ଭୋରରୁ ଏହି ଦୁର୍ଘଟଣାଟି ଘଟିଥିବା ଜଣାପଡିଛି । ଶ୍ରଦ୍ଧାଳୁଙ୍କ ଡବଲ ଡେକର ବସ୍ ପ୍ରୟାଗରାଜ ମହାକୁମ୍ଭକୁ ଯାଉଥିବା ବେଳେ ପଛରୁ ବସ୍ ଧକ୍କା ଦେଇଥିଲେ ।ଏହି ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଆହତ ହୋଇଛନ୍ତି । ଏମାନେ ୧୫ ଫେବୃଆରୀରୁ ଦିଲ୍ଲୀର କରୋଲ ବାଗରୁ ବାହାରିଥିଲେ ।ସେହିପରି ବଦଲାପୁରରେ ଆଉ ଏକ ଦୁର୍ଘଟଣା ଘଟିଛି । ଏକ ଟ୍ରକ ଏବଂ ସୁମୋ ଧକ୍କା ହୋଇଛି । ଏଥିରେ ଫଳରେ ୩ ମହିଳା ସମେତ ୮ ଜଣ ଯାତ୍ରୀ ଥିଲେ । ଏଥିରେ ୩ ଜଣଙ୍କ ଜୀବନ ଚାଲିଯାଇଛି । ଏମାନେ କାଶୀ ବିଶ୍ବନାଥରୁ ବାରଣାସୀ ଆସୁଥିଲେ । ଏମାନେ ସମସ୍ତେ ଅଯୋଧ୍ୟା ଭଗବାନ ରାମଙ୍କ ଦର୍ଶନ କରିବାକୁ ଯାଉଥିଲେ । ତେବେ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login