ଭୁବନେଶ୍ୱର : ନେପାଳ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କାଉନସେଲର ସଞ୍ଜୀବ ଦାସଶର୍ମା , ନବୀନରାଜ ଅଧିକାରୀଙ୍କ ସହ କଥା ହେଲେ । କିଟ ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦିଆଯିବ ପ୍ରତିଶ୍ରୁତି ଦେଲେ । କିଟ କ୍ୟାମ୍ପସରେ ପୁଣି ଥରେ ଶାନ୍ତି ଫେରିବ ବୋଲି କହିଲେ । କ୍ୟାମ୍ପସକୁ ଫେରିବାକୁ ନେପାଳି ଛାତ୍ରଛାତ୍ରୀଙ୍କୁ ଅପିଲ କଲେ । ନେପାଳ ଅଫିସିଆଲଙ୍କ ସହ ଷ୍ଟେଟ ଗେଷ୍ଟ ହାଉସରେ ଆଲୋଚନା । ମନ୍ତ୍ରୀ ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ମୁଖ୍ୟ ସଚବିଙ୍କ ଆଲୋଚନା । ନେପାଳ ବୈଦେଶିକ ମନ୍ତ୍ରୀ ମଧ୍ୟ ସୂର୍ଯ୍ୟବଂଶୀ ସୂରଜଙ୍କ ସହ କଥା ହେଲେ ।
Views: 22