The Ultimate Managed Hosting Platform
ADVERTISEMENT

ବରଯାତ୍ରୀ ବସ ଦୁର୍ଘଟଣା , ୧୨ ଆହତ

Facebook
Twitter
LinkedIn

ସୋର : ରାସ୍ତାକଡରେ ଥିବା ଦୋକାନକୁ ପିଟିଲା ବରଯାତ୍ରୀ । ବସରେ ଥିବା ୧୨ ଜଣ ବରଯାତ୍ରୀ ଆହତ । ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି । ଖଇରା ଥାନା ପାଣି ସାଉଁଳି ନିକଟରେ ବରଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ । ନୀଳଗିରିରୁ ବସ ଯୋଗେ ଔପଦା ଯାଉଥିଲେ ବରଯାତ୍ରୀ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login