The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କିଟ ଛାତ୍ରଛାତ୍ରୀଙ୍କ ନୀରବ ପ୍ରତିବାଦ

Facebook
Twitter
LinkedIn

ଭୁବନେଶ୍ୱର : ଥମୁନି କିଟ୍ ଅଶାନ୍ତି । ପ୍ରଚଣ୍ଡ ଖରାରେ ବସିଛନ୍ତି ଛାତ୍ରଛାତ୍ରୀ । ବିଶ୍ୱ ବିଦ୍ୟାଳୟ ବାହାରେ ଛାତ୍ରଛାତ୍ରୀଙ୍କ ନୀରବ ପ୍ରତିବାଦ । କିପରି ହଷ୍ଟେଲ ଛାଡିବା ପାଇଁ ବାଧ୍ୟ କରାଯାଇଥିଲା କହିଲେ । ମାଡ ମରାଯିବା ସହ ମୋବାଇଲ , ଲାପଟପ ଛଡାଇବା ଅଭିଯୋଗ । ହଷ୍ଟେଲ ୱାର୍ଡେନ ଜୟନ୍ତୀ ଓ ମଞ୍ଜୁସା ପାଣ୍ଡେଙ୍କ ନାଁରେ ଅଭିଯୋଗ । ଦୁହେଁ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଦାବି କଲେ । ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନିରପେକ୍ଷ ତଦନ୍ତ ଦାବି । ବିଶ୍ୱ ବିଦ୍ୟାଳୟ କର୍ତ୍ତୁପକ୍ଷ କିଛି ଲୁଚାଇବାକୁ ଚେଷ୍ଟା କରୁଥିବା କହିଲେ । କାହିଁକି ଘଟଣା ପରେ ପୋଲିସକୁ ନ ଡାକି ଅନ୍ୟମାନଙ୍କୁ ଡାକିଲେ । ଏବେ ହଷ୍ଟେଲ ଫେରୁଥିବା ନେପାଳୀ ଛାତ୍ରଙ୍କଠୁ ଅଣ୍ଡରଟେକିଂ ନେଉଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପାଖରେ ନାହିଁ ଭୁବନେଶ୍ୱର ମେଟ୍ରାେ ପ୍ରକଳ୍ପ ପ୍ରସ୍ତାବ । ସଂସଦରେ ମନ୍ତ୍ରୀ ରଖିଥିବା ତଥ୍ୟରେ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ନାଁ ନାହିଁ...

ADVERTISEMENT