The Ultimate Managed Hosting Platform
ADVERTISEMENT

ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ, ଅଜୟ କୁମାର ଲୁଲ୍ଲୁଙ୍କୁ ମିଳିଲା ଦାୟିତ୍ୱ

Facebook
Twitter
LinkedIn

ଭୁବନେଶ୍ୱର : ଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ । ଅଜୟ କୁମାର ଲୁଲ୍ଲୁଙ୍କୁ ମିଳିଲା ଦାୟିତ୍ୱ । ଉତ୍ତରପ୍ରଦେଶର କଂଗ୍ରେସ ନେତା ଅଜୟ କୁମାର ଲଲ୍ଲୁଙ୍କୁ ଓଡ଼ିଶାର ପ୍ରଭାରୀ ଭାବେ ଗୁରୁ ଦାୟିତ୍ବ ଦେଇଛି ଦଳ । ଏଆଇସିସି ସାଧାରଣ ସଂପାଦକ କେ.ସି ଗେଣୁଗୋପାଳ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି।ସେହିପରି କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ କଂଗ୍ରେସର ବଡ଼ ଦାୟିତ୍ବ । ସପ୍ତଗିରି ଉଲାକାଙ୍କୁ ୪ ରାଜ୍ୟ ପ୍ରଭାରୀ ଦାୟିତ୍ବ ମିଳିଛି । ମଣିପୁର, ତ୍ରିପୁରା, ସିକ୍କିମ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ବ ଦିଆଯାଇଛି । ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍ ଜାରି ହୋଇଛି । ଏହାପୂର୍ବରୁ ଶ୍ରୀ ଉଲ୍ଲାକା ଝାଡ଼ଖଣ୍ଡର କଂଗ୍ରେସ ପ୍ରଭାରୀ ରହିଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ ରଥଯାତ୍ରାରେ ଅଘଟଣ , ଡିଜେ ବାଜିବାରୁ ବେକାବୁ ହେଲା ଗଜରାଜ

ଅହମଦାବାଦ : ଅହମଦାବାଦ ରଥଯାତ୍ରାରେ ଘଟିଲା ଅଘଟଣ । ଡିଜେ ବାଜିବାରୁ ବେକାବୁ ହେଲା ହାତୀ । ଡିଜେର ପ୍ରଚଣ୍ଡ ଶବ୍ଦରେ ଅନିୟନ୍ତ୍ରିତ ହାତୀଟି ଏପଟ ସେପଟ...

Login