The Ultimate Managed Hosting Platform
ADVERTISEMENT

ନୂଆ ଆୟକର ବିଲ୍ ଉପସ୍ଥାପିତ

Facebook
Twitter
LinkedIn

ନୂଆଦିଲ୍ଲୀ : ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଆଗତ ନୂଆ ଇନକମ୍ ଟାକ୍ସ ବିଲ୍ ଆଗତ କରିଛନ୍ତି। ବଜେଟ୍ ଅଧିବେଶନରେ ଆଗାମୀ ଦିନରେ ଏହି ବିଲକୁ ନେଇ ଚର୍ଚ୍ଚା କରାଯିବ। ଏହି ବିଲ୍ ୬୦ ବର୍ଷର ପୁରୁଣା ଇନକମ୍ ଟାକ୍ ଆକ୍ଟ-୧୯୬୧ର ସ୍ଥାନ ନେବ। ନୂଆ ଆୟକର ବିଲକୁ ପାରଦର୍ଶୀ ଏବଂ ଟ୍ୟାକ୍ସ ପ୍ରଦାନ ପାଇଁ ଅନୁକୁଳ ବୋଲି ଦାବି କରାଯାଇଛି। ଟ୍ୟାକ୍ସ ବ୍ୟବସ୍ଥାକୁ ସହଜ କରିବା ପାଇଁ ଡିଜିଟାଲୀକରଣ, ଟ୍ୟାକ୍ସ ପେମେଣ୍ଟରେ ସୁଧାରଠୁ ଆରମ୍ଭ କରି, ଟ୍ୟାକ୍ସ ଚୋରି ରୋକିବା ଦିଗରେ ନିୟମ ଅଧିକ କଡ଼ାକଡ଼ି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍ ଟ୍ୟାକ୍ସ ଫ୍ୟାଙ୍କିଲେ ଲୋକେ ମୋଟା ଅଙ୍କର ଜରିମାନା ଗଣିବେ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପିତ କରିଥିବା ନୂଆ ଆୟକର ବିଲ୍ରେ ଧାରା ଓ ସିଡ୍ୟୁଲ ସଂଖ୍ୟା ଅଧିକ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login