The Ultimate Managed Hosting Platform
ADVERTISEMENT

ଜାମିଆ ବିଶ୍ୱ ବିଦ୍ୟାଳୟର ୧୪ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ

Facebook
Twitter
LinkedIn

ନୂଆଦିଲ୍ଲୀ : ଜାମିଆ ବିଶ୍ୱ ବିଦ୍ୟାଳୟର ୧୪ ଛାତ୍ରଙ୍କୁ ଅଟକ ରଖିଲା ପୋଲିସ । ଏହି ଛାତ୍ର ମାନେ ପ୍ରତିବାଦ ସମୟରେ ବିଶ୍ୱ ବିଦ୍ୟାଳୟର କ୍ୟାଣ୍ଟିନକୁ ବନ୍ଦ କରି ବାହାରେ ବସି ପ୍ରତିବାଦ କରିଥିଲେ ଏବଂ କ୍ୟାଣ୍ଟିନରେ ଭଙ୍ଗାରୁଜା କରିଥିଲେ । ଖବର ମୁତାବକ, ୨୦୧୯ ମସିହାରେ ଜାମିଆରେ ପୋଲିସ ଗୁଳିର ବିରୋଧ କରି ଦୁଇଜଣ ପିଏଚଡି ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ତେଣୁ ଛାତ୍ରମାନେ ଏମାନଙ୍କ ବାର୍ଷିକୀ ପାଳନ କରିବାକୁ ଚାହୁଁଥିଲେ । କିନ୍ତୁ ବିଶ୍ୱବିଦ୍ୟାଳୟ ପ୍ରଶାସନ ଏହାକୁ ଅନୁମତି ଦେଇ ନଥିଲା । ଏହା ସତ୍ତ୍ୱେ ମଧ୍ୟ ଛାତ୍ରମାନେ ସେମାନଙ୍କର ଅନ୍ୟ ବନ୍ଧୁମାନଙ୍କ ସହିତ ଏକ କାର୍ୟ୍ୟକ୍ରମ ପରିଚାଳନା କରୁଥିଲେ, ଯାହା ପରେ ସେମାନଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ଏହି ପ୍ରଦର୍ଶନ ସମୟରେ ବିଶ୍ୱବିଦ୍ୟାଳୟର ମେୱାତି ଛାତ୍ର ସଂଘର ଛାତ୍ର ଏବଂ ଛାତ୍ରମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା, ଯାହା ପରେ ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଥିଲା । ଏହି ୧୪ ଜଣ ଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ପୋଲିସ ହେପାଜତକୁ ନେଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ ; ୧୩ ପାକ ଯବାନଙ୍କର ଚାଲିଗଲା ଜୀବନ

ନୂଆଦିଲ୍ଲୀ : ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ୧୩ ଯବାନଙ୍କର ଚାଲିଗଲା ଜୀବନ । ଖାଇବର ପଖଟୁଙ୍ଖବ୍ୱା ଉତ୍ତର ବ୍ୱାଜିରିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ । ଆଉ ୧୦...

ADVERTISEMENT
ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ଆଉ ଫିଙ୍ଗନ୍ତୁ ନାହିଁ ବାସିଭାତ , ଖାଇବା ଦ୍ୱାରା ମିଳେ ଏହି ସବୁ ଫାଇଦା

ବ୍ୟୁରୋ : ପ୍ରତ୍ୟେକ ଭାରତୀୟଙ୍କ ଘରେ ସାଧାରଣତଃ ବାସିଭାତ ଖିଆଯାଇଥାଏ । ହେଲେ ଏହାକୁ ଖାଇବାର ଲାଭ ଏବଂ କ୍ଷତି ଉଭୟ ହୋଇପାରେ। ଏହା ଭାତକୁ କିପରି...

Login