The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

କୋଣାର୍କ ଏକ୍ସପ୍ରେସରୁ ୩୨ କେଜି ସୁନା ଜବତ, ୪ ଅଟକ

Facebook
Twitter
LinkedIn

ଭୁବନେଶ୍ୱର: କୋଣାର୍କ ଏକ୍ସପ୍ରେସରେ ୩୨ କେଜି ସୁନା ଚାଲାଣ ହେଉଥିବା ବେଳେ ଜିଆରପି ପୋଲିସ୍ ଜବତ କରିଛି । ଏହି ଚାଲାଣରେୀ ସାମିଲ ୪ଜଣକୁ ଅଟକ ରଖିଛି ଚିଆରପି ପୋଲିସ୍ । ଚାଲାଣ ହେଉଥିବା ସୁନାର ମୂଲ୍ୟ ୧୬ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ସୂଚନାନୁଯାୟୀ, କୋଣାର୍କ ଏକ୍ସପ୍ରେସରେ ସୁନା ଚାଲାଣ ହେଉଥିବା ନେଇ ଜିଆରପି ପୋଲିସକୁ ପୂର୍ବ ସୂଚନା ମିଳିଥିଲା । ସେହି ଆଧାରରେ ଜିଆରପି ପକ୍ଷରୁ ଚଢ଼ାଉ କରାଯାଇଥିଲା । ଚଢ଼ାଉରେ ୪ଟି ସୂନା ଭର୍ତ୍ତି ବ୍ୟାଗ୍ ଜବତ କରାଯାଇଛି । ତେବେ ଏହି ମାମଲାରେ ଅଟକ ଥିବା ୪ଜଣ ବ୍ୟକ୍ତି ଏତେ ପରିମାଣର ସୂନା କାହିଁକି ଓ କେଉଁଠାକୁ ନେଉଥିଲେ ତାହା ସ୍ପଷ୍ଟ ହୋଇପାରିନଥିବା ବେଳେ, ମାଲାର ଅଧିକ ତଦନ୍ତ ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଗଛରେ ପିଟି ହେଲା କାର , ବ୍ୟାଙ୍କ ମ୍ୟାନେଜରଙ୍କ ଚାଲିଗଲା ଜୀବନ

ବଲାଙ୍ଗୀର : ବଲାଙ୍ଗୀରଜିଲ୍ଲା ବନ୍ଧପଡ଼ା ରାସ୍ତାରେ ଚଳନ୍ତା କାର୍କୁ ଧକ୍କା ଦେଳା ଦ୍ରୁତଗାମୀ ଟ୍ରକ୍। କାର ଦୁର୍ଘଟଣାରେ ବ୍ୟାଟଙ୍କ ମ୍ୟାନେଜରଙ୍କ ମୃତ୍ୟୁ ଘଟିଛି। ଟ୍ରକ୍ ଦୁର୍ଘଟଣାର ସାମ୍ନା...

ADVERTISEMENT
ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ପାକିସ୍ତାନକୁ ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା !

ନୂଆଦିଲ୍ଲୀ : ପାକିସ୍ତାନକୁ ୨ବିଲିୟନ ଡଲାରର ଅସ୍ତ୍ରଶସ୍ତ୍ର ପଠାଇଥିଲା ଆମେରିକା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଶୁଳ୍କ ଲାଗୁ ନେଇ ଆରମ୍ଭ ହୋଇଥିବା ଉତ୍ତେଜନା...

Login