କଟକ : କାଠଯୋଡି ନଦୀରୁ ଅଜଣା ମୃତଦେହ ଠାବ । ତ୍ରିଶୁଳିଆ ବ୍ରିଜ କାଠ ଯୋଡିରୁ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ ହୋଇଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ଅସ୍ପଷ୍ଟ ରହିଛି । ଗତକାଲିଠୁ ଛାତ୍ର ଜଣକ ଘରୁ ବାହାରି ଆଉ ଫେରିନଥିଲେ । ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ର ଜଣକ ପ୍ରତୀକ ଦାସ । ବ୍ରିଜ ଉପରେ ପଡିଛି ଚପଲ। ସେ ନିଜେ ଜୀବନ ହାରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ଏପର୍ୟ୍ୟନ୍ତ ଜଣାପଡିନାହିଁ । ତାଙ୍କ ଘର ଭୁବନେଶ୍ବର ନିଳାଦ୍ରୀ ବିହାରରେ । ମର୍କତନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।
Views: 29