The Ultimate Managed Hosting Platform
ADVERTISEMENT

୫ମ ଦିନରେ ବି ଚାଲିପାରିଲାନି ଗୃହ; ଅପରାହ୍ଣ ୪ଟା ଯାଏ ରହିଲା ମୁଲତବି

Facebook
Twitter
LinkedIn

ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନ ଆଜି ୫ମ ଦିନରେ ପହଞ୍ଚିଥିବା ବେଳେ, ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଆଜି ମଧ୍ୟ ଚାଲିପାରିଲାନି ଗୃହ । ବିରୋଧୀଙ୍କ ଏପରି କୋଳାହାଳ ପାଇଁ ଅପରାହ୍ର ୪ଟା ଯାଏ ଗୃହକୁ ମୁଲତବି ରଖିହଲେ ବାଚସ୍ପତି ।

ତେବେ ଗୃହରେ ଶାସକ ଦଳର ସଦସ୍ୟମାନେ ଜୟୀ ରାଜଗୁରୁଙ୍କ ମୁୂଖା ପିନ୍ଧି ପ୍ରତିବାଦ କରିଥିଲେ । ପାଇକ ବିଦ୍ରୋହଗକୁ ଦେଶର ପ୍ରଥମ ସ୍ୱାଧୀନତା ଆନ୍ଦୋଳନର ମାନ୍ୟତା ଓ ପାଇକ ମାନଙ୍କୁ କଳାକାର ମାନ୍ୟତା ନମିଳିବରୁ ଏପରି ପ୍ରତିବାଦ କରିଛି ବିଜେଡି । ଏନେଇ କେନ୍ଦ୍ରର ସରକାରଙ୍କ ଅବହେଳାକୁ ପ୍ରତିବାଦ କରି ବିଜେଡି ପକ୍ଷରୁ ହୋହଲ୍ଲା ଦେଖିବାକୁ ମିଳିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login