The Ultimate Managed Hosting Platform
ADVERTISEMENT

ମଶା ଧୂପରୁ ନିଆଁ ଲାଗି ଛାତ୍ରୀ ଗୁରୁତର

Facebook
Twitter
LinkedIn

ଗଜପତି : ମଶା ଧୂପରୁ ନିଆଁ ଲାଗି ଛାତ୍ରୀ ଗୁରୁତର । ଗତକାଲି ରାତିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ନିବାସରେ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଗୁରୁତର ହୋଇଛନ୍ତି । ହଷ୍ଟେଲ କମନ ରୁମରେ ବସିଥିବା ବେଳେ ମଶା ଧୂପରୁ ଛାତ୍ରୀଙ୍କ ଚୁଟିରେ ନିଆଁ ଲାଗିଯାଇଥିଲା । ଏହାକୁ ଆୟତ୍ତ କରିବା ବେଳେ ନିଆଁ କମନରୁମକୁ ବ୍ୟାପି ଯାଇଥିଲା । ଏହାକୁ ଦେଖି ଅନ୍ୟ ଛାତ୍ରୀମାନେ ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲାଗି ଛାତ୍ରୀଙ୍କ ଶରୀରର ବିଭିନ୍ନ ଅଂଶ ପୋଡି ଯାଇଛି । ୱାର୍ଡେନଙ୍କ ସହାୟତାରେ ଗୁରୁତର ଛାତ୍ରୀଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login