The Ultimate Managed Hosting Platform
ADVERTISEMENT

ଦୁର୍ଘଟଣା ନେଲା ମାମୁଁ ଭଣଜାଙ୍କ ଜୀବନ

Facebook
Twitter
LinkedIn

କଟକ : ଦୁର୍ଘଟଣାରେ ଚାଲିଗଲା ମାମୁଁ ଭଣଜାଙ୍କ ଜୀବନ । ଭାଇ ଭଉଣୀ ଓ ୫ ବର୍ଷର ପୁଅ ବାଇକରେ ଯାଉଥିବା ବେଳେ ଅଜଣା ଗାଡି ଧକ୍କା ଦେଇ ଫେରାର । କଟକ ଜଗତପୁର ଶିଖରପୁରକୁ ସଂଯୋଗ କରୁଥିବା ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ହିଁ ମାମୁଁ ଭଣଜାଙ୍କ ଜୀବନ ଯାଇଛି । ଭାଇ ଓ ପାଞ୍ଚ ବର୍ଷର ପୁଅ ହରାଇ ମାଆ ପାଗେଳି ପ୍ରାୟ ହୋଇଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login