ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ବହୁତ କିଛି ରୋଗ ହେଉଛି । ଏହି ରୋଗକୁ ଦୂର କିପରି କରିବେ ଆଜି ଆପଣଙ୍କୁ କହିବୁ । ତେବେ ଆସନ୍ତୁ ଜାଣିବା କ’ଣ ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହେବାକୁ ଲାଗିବ ।ପ୍ରଥମେ ଆପଣଙ୍କୁ କହିବୁ ଯେ ତୁଳସୀ ପତ୍ର ଖାଇବା ଦ୍ବାରା ବହୁତ କିଛି ସମସ୍ୟା ଦୂର ହୋଇଥାଏ । ଏଥି ସହ ତୁଳସୀ ପତ୍ରରେ ଭିଟାମିନ୍ ସି’ ଜିଙ୍କ୍ ଏବଂ ଆଇରନ୍ ଭଳି ପ୍ରଚୁର ପରିମାଣର ପୋଷକ ତତ୍ତ୍ବ ମିଳିଥାଏ । ଏହା ସହିତ ଆପଣଙ୍କୁ ମନେ ରଖିବା ଉଚିତ୍ ଯେ ତୁଳସୀ ପତ୍ରରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ ଆଣ୍ଟି-ମାଇକ୍ରୋବାଏଲ୍ ଗୁଣ ମଧ୍ୟ ରହିଛି । ଆୟୁର୍ବେଦ ଅନୁସାରେ ତୁଳସୀ ପତ୍ରକୁ ଔଷଧ ଭାବରେ ମଧ୍ୟ ବ୍ୟବହାର କରାଯାଇପାରିବ । ତୁଳସୀ ପତ୍ରକୁ ଖାଇବାରେ ଆମକୁ କେଉଁ ପ୍ରକାରର ଲାଭ ମିଳିବ ତାହା ଆସନ୍ତୁ ଜାଣିବା ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ତୁଳସୀ ପତ୍ର ଚୋବାଇ ଆପଣ ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତିକୁ ବହୁତ ପରିମାଣରେ ସୁଦୃଢ କରିପାରିବେ । ଯଦି ଆପଣ ବାରମ୍ବାର ଅସୁସ୍ଥ ରହୁଛନ୍ତି, ତେବେ ଆପଣ ଦୈନନ୍ଦିନ ଖାଦ୍ୟ ଯୋଜନାରେ ତୁଳସୀ ପତ୍ରକୁ ସାମିଲ କରିବା ଉଚିତ୍ । କାଶ ଏବଂ ଥଣ୍ଡାରୁ ମୁକ୍ତି ପାଇବା ପାଇଁ ହେଲେ ମଧ୍ୟ ତୁଳସୀ ପତ୍ର ଖାଆନ୍ତୁ ।ତୁଳସୀ ପତ୍ରକୁ ଖାଇବା ଦ୍ବାରା ବ୍ଳଡ୍ ଶୁଗାର ସ୍ତର ବହୁ ପରିମାଣରେ ନିୟନ୍ତ୍ରଣ ରହିପାରିବ । ତୁଳସୀ ପତ୍ର ସାହାଯ୍ୟରେ ପାଟି ଦୁର୍ଗନ୍ଧ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିପାରିବ । ତୁଳସୀ ପତ୍ର ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ସହିତ ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ ।
ପ୍ରତ୍ୟେକ ଦିନ ସକାଳୁ ଖାଆନ୍ତୁ ତୁଳସୀ ପତ୍ର, ଦୂର ହେବ ଏହି ସବୁ ରୋଗ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











