The Ultimate Managed Hosting Platform
ADVERTISEMENT

ବନ୍ଧାହେଲେ କୁବେର ପ୍ରକଳ୍ପ ନିଦେ୍ର୍ଦଶକ ଶାନ୍ତନୁ ମହାପାତ୍ର

Facebook
Twitter
LinkedIn

ଭୁବନେଶ୍ୱର : ବନ୍ଧାହେଲେ କୁବେର ପ୍ରକଳ୍ପ ନିଦେ୍ର୍ଦଶକ ଶାନ୍ତନୁ ମହାପାତ୍ର । ତାଙ୍କ ସହ ଆଉ ୪ ଜଣ ଗିରଫ ହୋଇଛନ୍ତି । ୩ ଜଣ ସରକାରୀ କର୍ମଚାରୀ ଓ ଜଣେ ଜନସେବା କେନ୍ଦ୍ର ପରିଚାଳକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ୨.୦୬ କୋଟି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ମାଲକାନଗିରି ଅଫିସ, ଘର ସମେତ କଟକ, ଭୁବନେଶ୍ବର, ଜୟପୁର ଆଦି ୮ଟି ସ୍ଥାନରେ ଏକକାଳୀନ ରେଡ ହୋଇଥିଲା । ଶାନ୍ତନୁଙ୍କର ଜୟପୁର ସହରରେ ୬ହଜାର ବର୍ଗଫୁଟ ଜମିରେ ରହିଛି ୩ ମହଲା କୋଠା । କୋରାପୁଟରେ ୬ ହଜାର ସ୍କୋୟାର ଫୁଟ୍ ସ୍ଥାନରେ ତିନି ମହାଲା ବିଶିଷ୍ଟ ଆଲିସାନ ବଙ୍ଗଳା, ଜୟପୁର ଓ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ୪ଟି ଦାମୀ ପ୍ଲଟ, ଗୋଟିଏ କାର, ଦୁଇଟି ବାଇକ୍, ବ୍ୟାଙ୍କ ଡିପୋଜିଟ ଓ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଠାବ କରିଥିଲା ଭିଜିଲାନ୍ସ ଟିମ୍ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login