The Ultimate Managed Hosting Platform
ADVERTISEMENT

ଫେବୃଆରୀ ୧୦ରୁ ଟ୍ୱିନ ସିଟିରେ ହେବ କଡାକଡି ଗାଡି ଚେକିଂ

Facebook
Twitter
LinkedIn

ଭୁବନେଶ୍ୱର : ଫେବୃଆରୀ ୧୦ରୁ ଟ୍ୱିନ ସିଟିରେ ହେବ କଡାକଡି ଗାଡି ଚେକିଂ । ଚେକିଂ ପୂର୍ବରୁ ସଚେତନ କରିଛି କମିଶନରେଟ୍ ପୋଲିସ । ଚେକିଂ ପୂର୍ବରୁ ବିକଟାଳ ହର୍ଣ୍ଣ, କଳା କାଚ ନ ଲଗାଇବାକୁ ତାଗିଦ କରିଛି କମିଶନରେଟ୍ ପୋଲିସ । ଗାଡିରେ ବିକଟାଳ ହର୍ଣ୍ଣ, କଳାକାଚ ଲଗାଇଥିଲେ ଦେବାକୁ ହେବ ଜରିମାନା । ମୋଟା ଅଙ୍କର ଜରିମାନା ନେଇ ସତର୍କ କରାଇଛି ପୋଲିସ । କିଛି ଦିନର ବ୍ୟବଧାନ ପରେ ଏବେ ପୁଣି ଆକ୍ସନ ମୋଡକୁ ଫେରିଛି କମିଶନରେଟ୍ ପୋଲିସ । ପୂର୍ବରୁ ଲାଇସେନ୍ସ, ହେଲମେଟ, ପଲ୍ୟୁସନ ଆଦି ଚେକିଂ ହେଉଥିଲା । ହେଲେ ଗତ କିଛି ଦିନ ହେବ ସେସବୁ ବନ୍ଦ ରହିଥିଲା । ଏବେ ପୁଣି ଥରେ ଚେକିଂ କଡ଼ାକଡ଼ି କରାଯିବ ବୋଲି ସୂଚନା ଦିଆଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login