The Ultimate Managed Hosting Platform
ADVERTISEMENT

ପରଲୋକରେ ଗୀତିକାର ଓ ନିଦେ୍ର୍ଦଶକ ବୃନ୍ଦାବନ ଜେନା

Facebook
Twitter
LinkedIn

ଭୁବନଶ୍ୱେର : ପରଲୋକରେ ଗୀତିକାର ଓ ନିଦେ୍ର୍ଦଶକ ବୃନ୍ଦାବନ ଜେନା । ଓଡ଼ିଆ ସିନେମା ଶାସ୍ତି ଓ ବାଟ ଅବାଟର ନିର୍ଦେଶକ ବୃନ୍ଦାବନ ଜେନାଙ୍କ ଦେହାନ୍ତ। ମୃତ୍ୟୁ ସମୟରେ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ଏହି ଖବର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ସୁପ୍ରସିଦ୍ଧ ଗୀତ ଏମିତି ରାତି, କାଉଧନ ଖାଇଲା ବୋଲି, ପୀରତି ତୋର ଦୂରୁ ଜୁହାରର ଗୀତିକାର ଥିଲେ ବୃନ୍ଦାବନ ଜେନା । ସେ କେତେକ ସିନେମାରେ ଗୀତ ରଚନା କରିଥିଲେ। ସେଥିମଧ୍ୟରୁ ଏମିତି ରାତି ସେ ଯେ ଅଭୁଲା ସ୍ମୃତି, ଆତ୍ମୀୟ ସ୍ବଜନ ବନ୍ଧୁ କେହି ନୁହେଁ ଚିର, ପୀରତି ତୋର ଦୁରୁ ଜୁହାର..(ଧରିତ୍ରୀ) ଆଦି ଗୀତ ଆଜି ଶ୍ରୋତାଙ୍କୁ ଆଜି ବି ରୋମାଞ୍ଚିତ କରେ। ଏହାଛଡ଼ା ସେ ଓଡ଼ିଆ ଛବି ବାଟ ଅବାଟ ଏବଂ ଶାସ୍ତିର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ସେ ଉଭୟ ଛବିର ସଂଳାପ ବି ରଚନା କରିଥିଲେ । ତାଙ୍କ ବିୟୋଗରେ ଗୀତିକବି ସମାଜ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login