The Ultimate Managed Hosting Platform
ADVERTISEMENT

୨୦ ଦିନ ପାରୋଲରେ ଜେଲରୁ ବାହାରିଲେ ରାମ ରହିମ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଦଣ୍ଡାଦେଶ ଭୋଗୁଥିବା ରାମ ରହିମଙ୍କୁ ୨୦ ଦିନର ପାରୋଲ୍ ମିଳିଛି। ଆତ୍ମଘୋଷିତ ବାବା ରାମ ରହିମ ଆଜି ସକାଳ ପ୍ରାୟ ୫.୨୬ରେ ଜେଲ୍ରୁ ମୁକ୍ତ ହୋଇଛନ୍ତି ବୋଲି ସୂଚନା ରହିିଛି। ଅନୁମାନ କରାଯାଉଛି ଯେ ଗୁରମିତ୍ ରାମ ରହିମ ଏଥର ହରିଆଣାର ସିର୍ସାରେ ଥିବା ଡେରା ଆଶ୍ରମରେ ରହିବେ। ରିପୋର୍ଟ ଅନୁଯାୟୀ, ୨୦୧୭ ମସିହା ପରଠାରୁ ଏହାକୁ ମିଶାଇ ରାମ୍ ରହିମ ୧୨ ଥର ଜେଲ୍ରୁ ବାହାରି ସାରିଲେଣି। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ୍ ରାମ ରହିମ ସିଂହଙ୍କୁ ୨୦୧୭ ମସିହାରେ ତାଙ୍କର ଦୁଇ ଶିଷ୍ୟାଙ୍କୁ ଦୁଷ୍କର୍ମ କରିଥିବା ମାମଲାରେ ଦଣ୍ଡ ଦିଆଯାଇଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login