The Ultimate Managed Hosting Platform
ADVERTISEMENT

ଚାକିରି ଆଶା ଦେଖାଇ ଲୁଟିଥିଲା ୨୭ ଲକ୍ଷ, ଏବେ ପୋଲିସ ହାତରେ

Facebook
Twitter
LinkedIn

ଭୁବନେଶ୍ୱର : ଯୁବକଙ୍କୁ ଚାକିରି ଦେବାର ଆଶା ଦେଖାଇ ୨୭ ଲକ୍ଷ ଲୁଟିଥିଲା ଠକ । ବିଦେଶରେ ନିଯୁକ୍ତି ଦେବା ନାଁରେ କେନ୍ଦ୍ରାପଡା ଓ ଭଦ୍ରକ ଜିଲ୍ଲାର ୨୫ଜଣ ଯୁବକଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ ଘଟଣାରେ ଏ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଳି ଥାନା ଅନ୍ତର୍ଗତ ବେଲସରପୁର ଗାଁର ଅମୂଲ୍ୟ ମଳିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଳି ପୋଲିସ । ଦୁଇବର୍ଷ ତଳେ ଆଳି, ପଟାମୁଣ୍ଡାଇ ଓ ଚାନ୍ଦବାଲି ଅଞ୍ଚଳର ୨୫ରୁ ଉର୍ଦ୍ଧ୍ବ ଯୁବକଙ୍କୁ କୁଏତରେ ଚାକିରୀ କରାଇଦେବ କହି ସେମାନଙ୍କ ଠାରୁ ୨୭ ଲକ୍ଷ ଟଙ୍କା ଠକେଇ କରିଥିଲା । ଏନେଇ ଅମୂଲ୍ୟଙ୍କ ନାଁରେ ଠକେଇର ଶିକାର ହୋଇଥିବା ଯୁବକମାନେ ଆଳି ଥାନାରେ ଏତଲା ଦେଇଥିଲେ । କିନ୍ତୁ ଅମୂଲ୍ୟ ସେବେଠୁ ଫେରାର ଥିଲା । ବହୁ ଖୋଜାଖୋଜି ପରେ ଏବେ ପୋଲିସ ହାତରେ ଧରା ପଡ଼ିଛି ଅମୂଲ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ଦୁର୍ଗାପୁର ଗଲେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ମହିଳା କମିଶନ...

Login