The Ultimate Managed Hosting Platform
ADVERTISEMENT

୨ କୋଟି ନ ଦେଲେ ସାପ ଚୋଟ !

Facebook
Twitter
LinkedIn

ଦିଗପହଣ୍ଡି : ୪ ଅପହୃତ ଯୁବକ ଅପହରଣ ମାମଲାରେ ଜଣେ ଅଟକ । ଜଣଙ୍କୁ ଅଟକ ରଖି ତଦନ୍ତ ଚାଲିଥିବା ବ୍ରହ୍ମପୁର ଏସପିଙ୍କ ସୂଚନା । ଘଟଣାରେ ୫ ରୁ ଅଧିକ ଅପହରଣକାରୀ ସାମିଲ ଥିବା ଏସପିଙ୍କ ସୂଚନା । ଭୁବନେଶ୍ୱରରୁ ଅପହରଣ କରି ଗଂଜାମରେ ଆଣି ରଖିଥିଲେ । ଭୁବନେଶ୍ୱରରୁ ଅପହରଣ କରି ଗଂଜାମରେ ଆଣି ରଖିଥିଲେ । ୪ ଯୁବକ ଏକ ଘରୋଇ ଫାଇନାନ୍ସ ସଂସ୍ଥାର କର୍ମଚାରୀ । ଲୋନ ଦେବା ପୂର୍ବରୁ ପ୍ରୋଜେକ୍ଟ ଦେଖିବାକୁ ଆସିଥିବା ବେଳେ ଅପହରଣ । ପ୍ରୋଜେକ୍ଟ ଦେଖାଇବାକୁ ଡାକି ୪ ଜଣଙ୍କୁ ଅପହରଣ କରିଥିଲେ । ୨ କୋଟି ଟଙ୍କା ନ ଦେଲେ ଜୀବନରୁ ମାରିବାକୁ ଧମକ ଦେଉଥିଲେ । ଯୁବକଙ୍କୁ ଉଦ୍ଧାର ହୋଇଥିବା ସ୍ଥାନରୁ ନାଗ ସାପ ମଧ ଉଦ୍ଧାର । ଗଞ୍ଜେଇ କାରବାରର ଦିଗକୁ ନେଇ ମଧ୍ୟ ତଦନ୍ତ ଚାଲିଛି କହିଲେ ଏସପି । ଜଣେ ଯୁବକ ଖସି ଆସି ସ୍ଥାନୀୟ ଲୋକଙ୍କୁ ସୂଚନା ଦେବା ପରେ ପୋଲିସ ଘଟଣା ସଂପର୍କରେ ଜାରିବାକୁ ପାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ନୂତନ ପାତ୍ର ଫେରାର ହୋଇଯାଇଛି। ଅପହରଣ କରି ରଖାଯାଇଥିିବା ସ୍ଥାନରେ ଗଞ୍ଜେଇ ଗଛ ଲାଗିଥିଲା। ଘଟଣା ସ୍ଥଳରେ ପହଞ୍ଚି ଗଞ୍ଜେଇ ଗଛ କାଟିବା ସହ ତଦନ୍ତ କରୁଛି ପୋଲିସ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login